କେନ୍ଦୁଝର: କେନ୍ଦୁଝର ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ତେଲକୋଇ ବ୍ଲକ୍ ତଳପଦା ଜଙ୍ଗଲରୁ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୁଡ଼ାର ବୁଦ୍ଧଦେବ ମୁଣ୍ଡା(୪୨), ଗୋବର୍ଦ୍ଧନ ମହାନ୍ତ(୨୩), ଡମ୍ବରୁଧର ନାଏକ ଏବଂ ଗୁରୁଚରଣ ନାଏକ(୫୦)।
ସେମାନଙ୍କଠାରୁ ଦୁଇଟି କୁରାଢ଼ି, ୭ କେଜି ତାର, ଗୋଟିଏ ବୋତଲ ମହୁଆ ମଦ ଏବ ବ୍ୟାଗଭର୍ତ୍ତି ଖାଲି ବୋତଲ ଜବତ କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest1.jpg)