ଭୁବନେଶ୍ବର : ରାଜ୍ୟ ମହିଳା କମିସନରେ ୪ ଜଣ ନୂତନ ସଦସ୍ୟାଙ୍କୁ ନିଯୁକ୍ତି ମିଳିଛି। ନୂତନ ସଦସ୍ୟା ଭାବେ ସ୍ନେହାଞ୍ଜଳି ମହାନ୍ତି, ସ୍ବର୍ଣ୍ଣଲତା ସାମଲ, ଆରତି ସିଂହ ଓ ଜଲିନା ପ୍ରିୟଦର୍ଶିନୀଙ୍କ ନିଯୁକ୍ତି ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ବିଜ୍ଞପ୍ତି ଜାରି କରିଛି। କାର୍ଯ୍ୟରେ ଯୋଗଦେବା ଦିନଠାରୁ ନୂତନ ସଦସ୍ୟାମାନଙ୍କ କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp