ବରଗଡ଼: ବୋରୱେଲ ଗାଡ଼ି ଚାପରେ ଚାଲିଗଲା ୪ ଜୀବନ। ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିରଜାମ ଗାଁରେ ଏଭଳି ଅଘଟଣ ଘଟିଛି। ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ୪ ଜଣଙ୍କୁ ଗାଡ଼ି ଚାପି ଦେଇଥିଲା। ଏହାଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ମଧ୍ୟ ପ୍ରଦେଶର ସୂଚନା ରହିଛି। ଏପରି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଚାପି ଦେଲା ବୋରୱେଲ ଗାଡ଼ି: ଚାଲିଗଲା ୪ ଜୀବନ
/sambad/media/post_attachments/wp-content/uploads/2024/01/e8099519-9456-4549-b646-fa5bb9e932aa.jpeg)