ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସ୍ଥାନ ପାଇଲେ ୪ ମହିଳା, ୬ଟି ସ୍ଥାନରେ ନେତା ପରିବର୍ତ୍ତନ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା। ଏହି ତାଲିକାରେ ବିଜେପି ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ବର ଓ ଆସିକାରେ ବିଜେପି ମହିଳା ପ୍ରାର୍ଥୀ ‌କରିଛି। ବିଜେପି ୬ଟି ସ୍ଥାନ ଅର୍ଥାତ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ ଓ ମୟୂରଭଂଜରେ ପ୍ରାର୍ଥୀ ପରିବର୍ତ୍ତନ କରିଛି।

ବରଗଡ – ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର – ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ – ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ – କାଳୀରାମ ମାଝୀ

କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ସମ୍ବନ୍ଧିତ ଖବର