କୋରାପୁଟ: ସ୍ଥାନୀୟ ଏସଏଲଏନ ମେଡିକାଲ କଲେଜ ପରିସରରେ ମେଡିକାଲ କଲେଜର ରକ୍ତଦାନ ଭଣ୍ତାର ଏବଂ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୨ ଜଣରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଛି। ଆମ ଓଡ଼ିଶାର ଅଧୢକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଓଡ଼ିଶାରେ କାହାରିଙ୍କୁ ରକ୍ତ ଅଭାବରୁ ମରିବାକୁ ଦେବାନାହିଁ ଉକ୍ତିକୁ ସାର୍ଥକ କରାଇଛନ୍ତି କଲେଜରେ ରହିଥିବା ଡିଏମଏଲଟି ଓ ଡିଏମଆରଟି । ରକ୍ତଦାନ ଯେ ମହତ ଦାନ ତାହାକୁ ଆଜି ଏହି ଛାତ୍ରଛାତ୍ରୀ ସମୂହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦହରଣ ସୃଷ୍ଟି କରିଛନ୍ତି। ବିବିଓ ମଧୂସୁଦନ ବଳିଆରସିଂହ, ଲ୍ୟାବ ଟେକ୍ନିସିଆନ୍ ରାଘୁନାଥ ଗଣ୍ଡ, ବିଶ୍ବୟିନି ନାୟକ ଓ କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁଙ୍କ ତତ୍ବବାଧାନରେ ଏହି ଶିବର ଅନୁଷ୍ଠିତ ହୋଇଯାଇଛି।
ରକ୍ତଦାତା ଜୀବନ ଦାତା: ରାକେଶ ରଞ୍ଜନ ମହାଲା, ପ୍ରସାଦ ମହାପାତ୍ର, ମୁନା କଶାନ, ଆର୍ଯ୍ୟ କୁମାରପାତ୍ର, ଉପେନ୍ଦ୍ର ସ୍ବାଇଁ, ଚିନ୍ମୟ ଆଚାର୍ଯ୍ୟ, ସାବିତ୍ରୀ ଟୁଡୁ, କଲ୍ପନା ନନ୍ଦ, ନିରଞ୍ଜନ ପାତ୍ର, ଦେବାଶିଷ ପ୍ରଧାନ, ମୃତ୍ୟୁଞ୍ଜୟ ସାମଲ, ମାନସ କୁମାର ସଗରିଆ, ଅନୁପ ରଞ୍ଜନ ଗିରି, ଚିରଞ୍ଜୀବୀ ଗିରି, ପ୍ରତାପ କୁମାର ମିଶ୍ର, ଆଶିଷ କୁମାର ଥୟାଲ୍, ଜାମି ବିନୟ, ସଞ୍ଜୟ ମହାନ୍ତ, ଦେବୁ ଖୋରା, ପିତାମ୍ବର ଜାନୀ, ପ୍ରଜ୍ଞା ପ୍ରିୟଦର୍ଶୀନି ଭଟ୍ଟ, ଏସ.ବହେରା, ବିଜୟ ସିଂହ, କୃଷ୍ଣାନନ୍ଦ ମହନ୍ତ, ଶୁଭ ରଞ୍ଜ ରାଉତ, ଆଶୁତୋଷ ହୋତା, ମାନସରଞ୍ଜନ ବେହେରା, ନରୋତ୍ତମ ସାହଣୀ, ଓମ ପ୍ରକାଶ ମହନ୍ତ, ମୋନାଲିଶା ସାହୁ, ପ୍ରତିକରାଜ ଶାହା, ପ୍ରିୟଙ୍କା ଦାଶ, ଗଙ୍ଗାଧର କେଉଟ, ମହାଦେବ ମୁଦୁଲି, ସୀମାଞ୍ଚଳ ରାଉତ, ସଙ୍ଗ୍ରାମ ବଳିଆରସିଂହ, ସମାରୁ ମୁଦୁଲି, ଆଦିତ୍ୟ କୁମାର ପଣ୍ଡା, ସ୍ବରାଜ ପଣ୍ଡା, ଶୁଭ୍ରଜିତ ପ୍ରଧାନ ଓ ସତ୍ୟଭାମା ଷଡଙ୍ଗୀ।