କଟକ : ୪୨ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌ ଇନ୍ସପେକ୍ଟର ପଦୋନ୍ନତି

କଟକ : ଓଡ଼ିଶା ପୁଲିସ୍‌ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବିଭାଗରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୂଳ ସ୍ଥାନରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବାବେଳେ ଅନ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ହାବିଲଦାର ମେଜରମାନେ ହେଉଛନ୍ତି, ସହଦେବ ସେଠୀ, ବୃନ୍ଦାବନ ଦଳାଇ, ନୀଳକଣ୍ଠ ଡିଗଲ, ତ୍ରିଲୋଚନ ସେଠୀ, ବନମାଳୀ ବେହେରା, ଗୋପାଳ ସେଠୀ, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ପିଟର କିଶୋର ବେଜ୍, ଅର୍ଜୁନ ନାଏକ, ପବିତ୍ର ମୋହନ ନାଏକ, ସୀମାଞ୍ଚଳ ଦାସ, ପରମାନନ୍ଦ ବିଶୋଇ, ଦେବେନ୍ଦ୍ର କୁମାର ଜେନା, ଘନଶ୍ୟାମ ଆଚାର୍ଯ୍ୟ, ବିଜୟ କୁମାର ଆଚାର୍ଯ୍ୟ, ପଞ୍ଚାନନ ସାହୁ, ପ୍ରାଣବନ୍ଧୁ ସେଠୀ, ଶୁଭ୍ରାନ୍ତ କୁମାର ମହାନନ୍ଦିଆ, ପାଣୁଆ ବେହେରା, କ୍ଷେତ୍ରବାସୀ ସାହୁ, ନଗେନ୍ଦ୍ରନାଥ ମହାନ୍ତି, ରଜନୀକାନ୍ତ ଚୌଧୁରୀ, ଦିଗେନ୍ଦ୍ର ତ୍ରିପାଠୀ, ଚତୁର୍ଭୁଜ ସାହୁ, ନାରାୟଣ ସାବତ, ଭିକାରି ଚନ୍ଦ୍ର ପଣ୍ତା, ରବୀନ୍ଦ୍ର କୁମାର ମହାନ୍ତି, ଅଭିମନ୍ୟୁ ଖଡ଼ଙ୍ଗା, ଦାଶରଥି ବର୍ମା, ଧନେଶ୍ବର ଦାଶ, ସତ୍ୟବ୍ରତ ମହାକୁଡ଼, ଅନ୍ନଦା ଶଙ୍କର ସାହୁ, ନବକିଶୋର ଦାସ, ମହମ୍ମଦ ସମିମ୍‌, ଲଳିତ ମୋହନ ଉଦୟସି˚ହ, ଚୈତନ ସେଠୀ, ମଞ୍ଚନ ଲାକ୍ରା, ପାଉଲୁସ ସଏ, ଡମ୍ବରୁଧର ମୁଣ୍ତା, ସାୟୁନ କେର୍କେଟା, କିଶୋର ଚନ୍ଦ୍ର ପ୍ରଧାନ, ମୋହନ ଚନ୍ଦ୍ର ମଲ୍ଲିକ।

ସମ୍ବନ୍ଧିତ ଖବର