ଭୁବନେଶ୍ବର : ୨୦୧୮-୧୯ରୁ ଚଳିତ ବର୍ଷ ମଧ୍ୟରେ ୪୬୦୬ଟି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଛାଡ଼ପତ୍ର ଓ ଦୁଷ୍କର୍ମ ଆଦି ମାମଲା ମହିଳା କମିସନ୍ରେ ପହଞ୍ଚିଛି। ସେଥିରୁ ୨୭୧୫ଟି ମାମଲାର ଫଇସଲା କରାଯାଇଛି। ୧୮୯୧ଟି ମାମଲା ବିଚାରାଧୀନ ଅଛି। ମହିଳା କମିସନ ନିଜ ଆଡ଼ୁ ୧୦୭ଟି ମାମଲା ରୁଜୁ କରିଛନ୍ତି। ଆଜି ବିଧାନସଭାରେ ନବଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା େଦଇଛନ୍ତି।
୩ ବର୍ଷରେ ମହିଳା କମିସନ୍ରେ ୪୬୦୭ଟି ମାମଲା
/sambad/media/post_attachments/wp-content/uploads/2021/02/women-commssion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)