ଭୁବନେଶ୍ବର : ରାଜ୍ୟର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ସମ୍ବାଦ ଗ୍ରୁପ ପକ୍ଷରୁ ଆଜି ୪ର୍ଥ ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ ଅଫ ଇଣ୍ଡିଆ-ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ବାର୍ଡସ ୨୦୨୧ ପ୍ରଦାନ କରାଯାଇଛି । ଏହି ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ ଅଫ ଇଣ୍ଡିଆ-ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ବାର୍ଡସ-୨୦୨୧ ୫ଟି ବର୍ଗରେ ପ୍ରଦାନ କରାଯାଇଛି । ତାହାର ତାଲିକା ନିମ୍ନରେ ଦିଆଗଲା ।
ବ୍ରାଣ୍ଡ୍ ଅଫ ଦ ଇୟର (ସିଏସଆର) –ପ୍ଲାଟିନମ
ମହାନଦୀ କୋଲଫିଲଡ୍ସ ଲିଃ
ବ୍ରାଣ୍ଡ୍ ଅଫ ଦ ଇୟର (ବୃହତ୍)
ପ୍ଲାଟିନମ : ପାରାଦୀପ ଫସଫେଟ୍ସ ଲିଃ
ଗୋଲ୍ଡ : ଗୁପ୍ତା ପାଓ୍ବାର ଇନଫ୍ରାଷ୍ଟ୍ରକଚର ଲିଃ
ସିଲଭର : ଏକଜିମ ଲଜିଷ୍ଟିକ୍ସ (ପ୍ରା) ଲିଃ
ବ୍ରାଣ୍ଡ୍ ଅଫ ଦ ଇୟର (ମଧ୍ୟମ)
ପ୍ଲାଟିନମ : ମଣିଶ୍ରୀ ରିଫ୍ରାକ୍ଟରିଜ ଏଣ୍ଡ ସେରାମିକ୍ସ ଲିଃ
ଗୋଲ୍ଡ : ଇନ୍ନୋଟେକ ପ୍ୟାକେଜିଂ (ପ୍ରା) ଲିଃ
ସିଲଭର : ବ୍ଲୁ ସର୍କଲ ଇନଷ୍ଟ୍ରୁମେଣ୍ଟସ
ସ୍ବତନ୍ତ୍ର ଜୁରୀ ଆଓ୍ବାର୍ଡ : ନୋବଲ ଫାର୍ମାକେୟାର,ଟେକଲାଣ୍ଡ ସିଷ୍ଟମ୍ସ
ଏମର୍ଜିଂ ବ୍ରାଣ୍ଡ ଅଫ ଦ ଇୟର
ଗୋଲ୍ଡ : ହସ୍ତିକା ହାଣ୍ଡିକ୍ରାଫ୍ଟସ୍ (ପ୍ରା) ଲିଃ
ଏସବୁ ବର୍ଗରେ ପୁରସ୍କାର ବ୍ୟତୀତ ଏମପ୍ରିଓ ଗ୍ରୁପର ନିର୍ଦ୍ଦେଶକ ଡ. ଅବିନାଶ ସାମଲଙ୍କୁ ଓଡ଼ିଶାର ଯୁବ ଓ ଉଦୀୟମାନ ଶିଳ୍ପଦ୍ୟୋଗୀ ପୁରସ୍କାର ଦିଆଯାଇଛି ।