ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଜଣଙ୍କୁ ରାଜ୍ୟ ମହିଳା କମିସନର ସଦସ୍ୟଭାବେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ସ୍ବର୍ଣ୍ଣଲତା ସାମଲ, ସୁଜାତା ଦିଗାଲ, ବିଜୟା ବରୱା, ସ୍ବାଗତିକା ମହାନ୍ତି, ବବିତା ସ୍ବାଇଁ ରହିଛନ୍ତି। ଏହାସହ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ବାଇଁ ଅଫିସିଆଲ ସଦସ୍ୟାଭାବେ ସ୍ଥାନ ପାଇଛନ୍ତି।