ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ପରିଦର୍ଶନ କଲେ ୫-ଟି ସଚିବ

କଟକ: କଟକ ଜିଲ୍ଲା ସତ୍ୟଭାମାପୁରଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି  ୫-ଟି ସଚିବ ଭି. କେ.ପାଣ୍ଡିଆନ | ଆଜି ସକାଳୁ ସକାଳୁ ୫-ଟି ସଚିବ ପ୍ରଥମେ କଟକ ତ୍ରିଶୂଳିଆ ଠାରେ ମେଟ୍ରୋ ରେଳ ପ୍ରକଳ୍ପର ସର୍ଭେ କରିବା ପରେ ନବଉତ୍କଳର ଅନ୍ୟତମ ନିର୍ମାତା ଉତ୍କଳ ଗୌରବଙ୍କ ଜନ୍ମପୀଠକୁ ଗସ୍ତ କରିଥିଲେ | ଏହି ପୀଠ ପରିଦର୍ଶନ କରିବା ସହ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭାଗୀୟ ସଚିବ ଓ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର