ଦଶରଥପୁର: ଦଶରଥପୁର ଅଞ୍ଚଳର ଜଣେ ପାଞ୍ଚବର୍ଷର ଶିଶୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଦଶରଥପୁର ବ୍ଲକର ଆସାନପୁର ପଞ୍ଚାୟତ ହାଟଡିହ ଗ୍ରାମର ପିତା ଧନଞ୍ଜୟ ମହାନ୍ତି ଓ ମାଆ ଲୋପାମୁଦ୍ରା ମହାନ୍ତିଙ୍କ ସାନପୁଅ ଜନ୍ମେଜୟର ଏହି କୃତିତ୍ବ ସମସ୍ତଙ୍କୁ ଚମତ୍କୃତ କରିଛି।

Advertisment

୨୫ଜୁନ ୨୦୨୨ ରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ଦ୍ଵାରା ଆୟୋଜିତ ୧୦୫୮ଟି ଶବ୍ଦକୁ ନିର୍ଭୁଲ ଭାବରେ ଇଂରାଜୀ ଭାଷାରେ ଲେଖି ଏହି ରେକର୍ଡ କରିଛନ୍ତି।