ଫୌଜଦାରୀ ମାମଲାରେ ଓଡ଼ିଶାର ୫୨ ଜଣ ବିଧାୟକ ସଂପୃକ୍ତ

ଭୁବନେଶ୍ୱର: ଫୌଜଦାରୀ ମାମଲାରେ ଓଡ଼ିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ସଂପୃକ୍ତ ଅଛନ୍ତି। ଏଥିରେ ଶାସକ ବିଜୁ ଜନତା ଦଳର ୩୨ ଜଣ, ବିରୋଧୀ କଂଗ୍ରେସର ୯ଜଣ ଓ ଭାରତୀୟ ଜନତା ପାର୍ଟିର ୮ଜଣ ବିଧାୟକ ସାମିଲ ଅଛନ୍ତି। ଏଡିଆର ଓ ଓଡ଼ିଶା ଇଲେକ୍ସନ ଓ୍ଵାଚ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ବିଜେଡିର ଜଣେ ରାଜ୍ୟସଭା ସାଂସଦ ଓ କଂଗ୍ରେସର ଜଣେ ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ସେହିପରି ବିଜେଡ଼ିର ୨ଜଣ ଲୋକସଭା ସାଂସଦ ଓ ବିଜେପିର ଏକମାତ୍ର ସାଂସଦଙ୍କ ନାମରେ ମଧ୍ୟ ଫୌଜଦାରୀ ମାମଲା ରହିଛି।

ସମ୍ବନ୍ଧିତ ଖବର