ଭୁବନେଶ୍ୱର: ଆଜି ରାଜ୍ୟରେ ୫୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷର ୮୦ ଜଣ ଥିବାବେଳେ ସଙ୍ଗରୋଧରୁ ୩୪୬ ଜଣ ଚିହ୍ନଟ ହୋଇଥିବାବେଳେ ୨୪୭ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪ଜଣ, ବାଲେଶ୍ୱରରୁ ୧୧, ବରଗଡାରୁ ୧, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧ଜଣ, କଟକରୁ ୮୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୪, କଳାହାଣ୍ଡିରୁ ୫, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୨୯୦, ମୟୁରଭଞ୍ଜରୁ ୨୭, ପୁରୀରୁ ୨୩, ଷ୍ଟେଟ ପୁଲରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 5th October
New Positive Cases: 593
Of which 0-18 years: 80
In quarantine: 346
Local contacts: 247(Details of local contacts will be shared by concerned Dist Administration)
District Wise Cases:
1. Angul: 4
2. Balasore: 11
3. Bargarh: 1
4. Bhadrak: 4— I & PR Department, Odisha (@IPR_Odisha) October 6, 2021
ସେହିପରି ଏପର୍ଯ୍ୟନ୍ତ ସମୁଦାୟ ୧୦ ଲକ୍ଷ ୨୯ ହଜାର ୪୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦ ଲକ୍ଷ ୧୬ ହଜାର ୧୬୫ ଜଣ ସୁଷତଃ ହୋଇଛନ୍ତି | ବର୍ତ୍ତମାନ ୪୯୬୭ଟି ସକ୍ରିୟ ମାମଲା ରହିଛି |