ଦେବଗଡ଼: ଆଜି ୫ଟି ସଚିବ ଭି.କେ. ପାଣ୍ଡିଆନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଆସିଥିଲେ | ସେ ସେଠାରେ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ରୋଗୀଙ୍କ ମତାମତ ନେଥିଲେ | ଗସ୍ତ ବେଳେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାକ୍ତର ସମସ୍ୟା ଏବଂ ସେଠାରେ କିପରି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯିବ ତାକୁ ନେଇ ସମୀକ୍ଷା କରିଥିଲେ।ଏହାପରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଦେବଗଡ଼ରେ ଥିବା ମଡେଲ କଲେଜ ପରିଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/vk.jpg)