ଆଜି ରାଜ୍ୟରୁ ଆଉ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ୩୧୬୪୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁସ୍ଥ ହୋଇଥିବା ୬୦୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୟୂରଭଞ୍ଜରୁ ୯୬ଜଣ, ନୂଆପଡ଼ାରୁ ୬୧ଜଣ, ସୁନ୍ଦରଗଡ଼ରୁ ୫୩ଜଣ, ଖୋର୍ଦ୍ଧାରୁ ୪୪ଜଣ, ଅନୁଗୁଳରୁ ୪୦ଜଣ, ସମ୍ବବଲପୁରରୁ ୩୬ଜଜଣ, କଟକରୁ ୩୧ଜଣ,ବରଗଡ଼ରୁ ୨୫ଜଣ, କେନ୍ଦୁଝରରୁ ୨୫ଜଣ, ପୁରୀରୁ ୨୫ଜଣ, ବାଲେଶ୍ବରରୁ ୧୯ଜଣ, କଳାହାଣ୍ଡିରୁ ୧୯ଜଣ, ଯାଜପୁରରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ବଲାଙ୍ଗୀରରୁ ୧୫ଜଣ, ଜଗତସିିଂହପୁରରୁୁ ୧୫ଜଣ, ଗଞ୍ଜାମରୁ ୧୧ଜଣ, କୋରାପୁଟରୁ ୯ଜଣ, ଝାରସୁଗୁଡ଼ାରୁ ୭ଜଣ, ଭଦ୍ରକରୁ ୫ଜଣ, ମାଲକାନଗିିରିରୁ  ୫ଜଣ, ଢ଼େଙ୍କାନାଳରୁ ୪ଜଣ, ସୋନପୁରରୁ ୪ଜଣ, ଦେଓଗଡ଼ରୁ ୩ଜଣ, ରାୟଗଡ଼ାରୁ ୩ଜଣ, ବୌଦ୍ଧରୁ ୨ଜଣ, ଗଜପତିରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟଗଡ଼ରୁ ୨ଜଣ, କନ୍ଧମାଳରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୧୦ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର