୬୪ଜଣ ସିଡିପିଓ ଓ ପ୍ରୋଗାମ ଅଫିସରଙ୍କ ବଦଳି

0

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ୱାରା ବଦଳି କରାଯାଇଥିବା ୬୪ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଓ ପ୍ରୋଗ୍ରାମ ଅଫିସରଙ୍କ ତାଲିକା ଆଜି ପ୍ରକାଶ ପାଇଛି। ଏଥିସହିତ ବିଭାଗ ପକ୍ଷରୁ ନିଲମ୍ବିତ ହୋଇଥିବା ୧୦ଜଣ ଅଧିକାରୀଙ୍କୁ ପୁନଃଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.