କଟକ : ରାଜ୍ୟ ପୁଲିସ ବିଭାଗର ବାଟାଲିୟନ କ୍ୟାଡର୍ର ୭୨ ଜଣ ହାବିଲ୍ଦାରଙ୍କୁ ହାବିଲ୍ଦାର ମେଜର ପଦବିକୁ ପଦୋନ୍ନତି ମିଳିଛି। କେନ୍ଦ୍ରୀୟ ସିଲେକ୍ସନ ବୋର୍ଡର ନିଷ୍ପତ୍ତିକ୍ରମେ ହାବିଲ୍ଦାରଙ୍କ ପଦୋନ୍ନତି କରାଯାଇଛି। ଏହି ହାବିଲ୍ଦାରମାନେ ଓଏସ୍ଏପି ପ୍ରଥମ, ଚତୁର୍ଥ, ଷଷ୍ଠ, ସପ୍ତମ, ଅଷ୍ଟମ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ସ˚କ୍ରାନ୍ତ ନିର୍ଦ୍ଦେଶନାମା ୨୭ ତାରିଖରେ ପୁଲିସ ମୁଖ୍ୟାଳୟରୁ ପ୍ରକାଶ ପାଇଥିବା ସୂଚନା ମିଳିଛି।
୭୨ହାବିଲ୍ଦାରଙ୍କୁ ପଦୋନ୍ନତି
/sambad/media/post_attachments/wp-content/uploads/2018/12/op-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)