ଭୁବନେଶ୍ବର/ କୋରାପୁଟ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ଗତକାଲି ରାତି ୧୧ଟା ୪୫ ମିନିଟ୍ ସୁଦ୍ଧା ଏହି ପରିମାଣର ମତଦାନ ହୋଇଥିବା ନେଇ ଭାରତର ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାଯାଇଛି। ଏଥିମଧ୍ୟରୁ କୋରାପୁଟରେ ୮୦.୩୨%, ଜୟପୁରରେ ୭୭.୪୮%, ଲଷ୍ମୀପୁରରେ ୮୧.୭୧%, ପଟାଙ୍ଗୀରେ ୮୨.୪୦% ଓ କୋଟପାଡ଼ରେ ୮୨.୪୦% ମତଦାନ ହୋଇଛି।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ
/sambad/media/post_attachments/wp-content/uploads/2024/05/voter-2323-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)