ଭୁବନେଶ୍ବର : ରାଜ୍ୟରେ ୮ଜଣ ଆଇପିଏସ୍ ଅଣପୁଲିସ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଇପିଏସ୍ କ୍ୟାଡର୍ କାର୍ଯ୍ୟସୂଚୀ ଅନୁଯାୟୀ ସିନିଅର୍ ଡ୍ୟୁଟି ପଦର ୨୫% ରାଜ୍ୟ ଡେପୁଟେସନ୍ ରିଜର୍ଭ ପାଇଁ ଉଦ୍ଦିଷ୍ଟ। ଉପରୋକ୍ତ ୮ଟି ପଦବି ଏହି ବ୍ୟବସ୍ଥା ଅନ୍ତର୍ଗତ। ବିଧାନସଭାରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp