ରାଜ୍ୟରେ ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୮୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩,୧୦,୫୪୯ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ୧୦୪ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୪୩, କଟକରୁ ୭୦, ମୟୁରଭଞ୍ଜରୁ ୫୬,ସୁନ୍ଦରଗଡ଼ରୁ ୮୦, ଝାରସୁଗୁଡ଼ାରୁ ୧୧, କେନ୍ଦୁଝରରୁ ୨୨ ଲେଖାଏଁ, ବାଲେଶ୍ବରରୁ ୧୫ , ଯାଜପୁରରୁ ୨୫,ବଲାଙ୍ଗୀରରୁ ୨୯, କେନ୍ଦ୍ରପଡ଼ାରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ।

 

ଜଗତସିଂହପୁରରୁ ୫୧, କଳାହାଣ୍ଡିରୁ ୨୦, ନୂଆପଡ଼ାରୁ ୪୯, ପୁରୀରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ରୁ ୨୧ ଓ ସମ୍ବଲପୁରରୁ ୧୯, ଭଦ୍ରକରୁ ୨୦,କନ୍ଧମାଳରୁ ୬ ,କୋରାପୁଟରୁ ୨୬, ନବରଙ୍ଗପୁରରୁ ୧୦, ଢେଙ୍କାନାଳରୁ ୮, ଗଞ୍ଜାମରୁ ୧୦, ମାଲକାନଗିରିରୁ ୧୧, , ଗଜପତିରୁ ୨, ନୟାଗଡ଼ରୁ ୭, ଦେବଗଡ଼ରୁ ୨ , ରାୟଗଡ଼ାରୁ ୩ ରାଜ୍ୟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର