ଭୁବନେଶ୍ୱର: ସୋମବାର ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସକାଳ ୯ଟା ସୁଦ୍ଧା ୯% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେଭଳି ଭାବରେ ମହାରାଷ୍ଟ୍ରରେ ୬.୮୨%, ମଧ୍ୟପ୍ରଦେଶରେ ୧୧.୧୧%, ପଶ୍ଚିମବଙ୍ଗରେ ୧୬.୯୦% ପ୍ରତିଶତ ମତଦାନ ସକାଳ ୯ଟା ସୁଧା କରାଯାଇଥିବା ନେଇ ସୂଚନା ମିଳିଛି ।
୪ର୍ଥ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ସକାଳ ୯ ସୁଦ୍ଧା ୯% ମତଦାନ
/sambad/media/post_attachments/wp-content/uploads/2019/04/Voting-Percentage-till-9-AM_Thumbnail.jpg)