ଭୁବନେଶ୍ବର : ରାଜଧାନୀରୁ ବୁଧବାର ୯୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୦୨ଜଣ ସୁସ୍ଥ ହୋଇଛନ୍ତି। ଖଣ୍ଡଗିରିରୁ ସର୍ବାଧିକ ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ପୁରୁଣା ଭୁବନେଶ୍ବରରୁ ୫୮ଜଣ, ପଟିଆରୁ ୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବିଜେବି ନଗରରୁ ୧୩ଜଣ, ଝାରପଡ଼ାରୁ ୧୩, ବଡ଼ଗଡ଼ରୁ ୨୫, ପାତ୍ରପଡ଼ାରୁ ୩୪, ଚନ୍ଦ୍ରଶେଖରପୁରରୁ ୪୨, ବରମୁଣ୍ଡାରୁ ୨୭, ଭରତପୁରରୁ ୧୯, ଡୁମଡୁମାରୁ ୨୫, ଭୀମଟାଙ୍ଗିରୁ ୨୩, ଲକ୍ଷ୍ମୀସାଗରରୁ ୩୦, ନୀଳାଦ୍ରିବିହାରରୁ ୨୦, ସହିଦନଗରରୁ ୧୬, ଶୈଳଶ୍ରୀବିହାରରୁ ୨୭, ନୂଆପଲ୍ଲୀରୁ ୩୨, ୟୁନିଟ-୮ରୁ ୧୮, ସୁନ୍ଦରପଦାରୁ ୨୫, ରସୁଲଗଡ଼ରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀରୁ ୯୧୮ ଆକ୍ରାନ୍ତ ଚିହ୍ନଟ, ୧୧୦୨ ସୁସ୍ଥ
/sambad/media/post_attachments/wp-content/uploads/2021/06/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)