ହରିଚନ୍ଦନପୁର: ଦୈତାରୀ-ବାଂଶପାଣି ରେଳପଥର ଚିଲିକିଧରା ଗ୍ରାମ ନିକଟରେ ଆଜି ସକାଳେ ଏକ ମାଲ୍ବାହୀ ଟ୍ରେନ୍ କଟି ପ୍ରଧାନବାହାଳି ସାହିର ଗଙ୍ଗାଧର ପାତ୍ର (୪୫)ଙ୍କ ମୃତ୍ୟୁ ଘଟିଛି।
ଶ୍ରୀ ପାତ୍ର ଆଜି ଭୋର ୫ଟାବେଳେ ରେଳଲାଇନ୍ ଅତିକ୍ରମ କରିବା ବେଳେ ତାଙ୍କୁ ମାଲ୍ବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-16.jpg)