ଆବାସ ଅଡ଼ୁଆ: ପ୍ରତିଶ୍ରୁତି ଦେଇ ତାଲିକାଭୁକ୍ତ କଲେ, ପୁଣି ନାଁ କାଟିଦେଲେ
ବେସାହାରା ଶୈଳଙ୍କ ଦୁଃଖ ଶୁଣିବ କିଏ ?
ହେଲେ ଏବେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ତାଲିକାରେ ଶୈଳଙ୍କ ନାମ କଟିଯାଇଛି। ଫଳରେ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ବୋହୂ ଓ ନାତିନାତୁଣୀ ଘର ଅଭାବରୁ ଭଡ଼ା ଘରେ ରହିବା ସହ ପେଟପାଟଣା ପାଇଁ ଏଠିସେଠି କାମ କରୁଛନ୍ତି। ଶୈଳ ଏକ ଭଙ୍ଗାଦଦରା ଘରେ ପଲିଥିନ୍ ଟାଣି ଶୀତ କାକରରେ ପଡ଼ିରହିଛନ୍ତି। ସରକାରୀ ସହାୟତା ଭାବେ କେବଳ ଭତ୍ତା ମିଳୁଛି।