ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନ ନିଲମ୍ବିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନଙ୍କୁ ପ୍ରଶାସନିକ କାରଣରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର