ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.
ସରକାର ବଦଳିବା ପରେ ହଠାତ୍ ଏମିତି ବନ୍ଦ ହେବାକୁ ନେଇ ସାଧାରଣ ଜନତା ସହଜରେ ବୁଝିପାରୁ ନଥିବା ବେଳେ ଏଥିରେ କାମ କରୁଥିବା ତିନିଜଣ କର୍ମଚାରୀ ଆଜି ପର୍ଯ୍ୟନ୍ତ କାମ ପାଇ ନାହାଁନ୍ତି। ସେମାନେ କଣ କରିବେ କେମିତି ପରିବାର ପ୍ରତି ପୋଷଣ କରିବେ ତାହାକୁ ନେଇ ଚିନ୍ତା ବଢି ଯାଇଛି। ତେଣୁ ଜନସାଧାରଣଙ୍କ ସୁବିଧା ସହିତ କର୍ମଚାରୀଙ୍କ ଭବିଷ୍ୟତକୁ ଲକ୍ଷ କରି ପୁନର୍ବାର ଏହି ବସ ସେବା ଯେଗାଇ ଦେବାକୁ ଦାବି ହୋଇଛି। ଚାହିଦା ଥିବା ରୁଟ ବନ୍ଦ କରି ଯେଉଁ ରୁଟରେ କ୍ଷତି ହେଉଛି ଚାହିଦା ନାହିଁ ସେହି ରୁଟରେ ବସ ଚାଲିଛି। ପରିବହନ ବିଭାଗ ର ବିଚିତ୍ର କାରବାର। କ୍ଷତି ସହିବାକୁ ପ୍ରସ୍ତୁତ ଲାଭ। କିନ୍ତୁ ଲାଭ ଟଙ୍କାକୁ ନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/IMG_20240820_150610.jpg)