ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ମା’ ଓ ପୁଅଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୧୬ନଂ ଜାତୀୟ ରାଜପଥରେ ଓଳିଆ ପାଟଣା ନିକଟରେ ସକାଳ ୯ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛିା ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ଏକ ସ୍କୁଟିରେ ମା’, ପୁଅ ଓ ପୁତୁରା ସୋରରୁ ବାଲେଶ୍ଵର ଆସୁଥିଲୋ

ଓଳିଆ ପାଟଣା ନିକଟରେ ଏକ ଟ୍ରକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲାା ଏହାଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଥିଲାା ତେବେ ପୁତୁରାଜଣକ ଅଳ୍ପକେ ବର୍ତ୍ତିଯାଇଥିଲୋ

ସମ୍ବନ୍ଧିତ ଖବର