ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଇଠାଣି ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଯୁବତୀ ଏବଂ ଯୁବକ ଗୁରୁତର ହୋଇଛନ୍ତି। ଡମ୍ଫର୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ପାୟଲ ରାଜହଂସ। ଏଣେ ଦୁଇ ଗୁରୁତର ହେଲେ ବାଇକ୍ ଚାଳକଶ୍ରୀତମ ବେହେରା ଓ ଆରତୀ ଝାଙ୍କର।
ଡମ୍ଫର୍ ସହ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବତୀଙ୍କ ଜୀବନ, ୨ ଗୁରୁତର
ଡମ୍ଫର୍ ସହ ବାଇକ୍ ମୁହାଁମୁହିଁ ଧକ୍କାହେବାରୁ ଚାଲିଗଲା ଯୁବତୀଙ୍କ ଜୀବନ। ଏହି ଦୁର୍ଘଟଣାରେ ୨ ଗୁରୁତର ହୋଇଛନ୍ତି।
/sambad/media/media_files/8CWbyqSQ18WNI7bIGTdE.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)