ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଡ଼ାପାଣି ଗ୍ରାମରେ ଜଣେ ବାଇକ ଆରୋହୀଙ୍କ ଗଛରେ ପିଟି ହୋଇ ମୃତ୍ୟୁ ହୋଇଛି l ଅଡାପାଣି ଗ୍ରାମର ସୁଶାନ୍ତ ହଂସ (୨୫ ) ଝାରବନ୍ଧରୁ ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ।
ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା l ଝାରବନ୍ଧ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident.jpg)