ପୁରୀ: ପୁରୀ ତାଳବଣିଆ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ହାଜତ ଭିତରେ ହାତ ଓ ବେକ କାଟିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ହାଜତ ଭିତରେ ହାତ ଓ ବେକ କାଟି ବାଲିଗୁଆଳିର କାବୁ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ ଓ କଚଟିରେ କ୍ଷତ ହୋଇଛି। କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇଛି। ସେ ନିଜେ ଉଦ୍ୟମ କରିଛନ୍ତି କି ଅଟକ ଥିବା ଅନ୍ୟ ୪ ଜଣ ଡକାୟତ ଏଭଳି କରିଛନ୍ତି ତାହା ପୁଲିସ ସ୍ପଷ୍ଟ କରିନାହିଁ। ସେମାନଙ୍କୁ ଏକ ଡକାୟତି ମାମଲାରେ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି।
ହାଜତ ଭିତରେ ହାତ ଓ ବେକ କାଟିଲେ ଅଭିଯୁକ୍ତ!
/sambad/media/post_attachments/wp-content/uploads/2021/02/Puri-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)