ପଦୋନ୍ନତି ପାଇ ଏଡିଜି ହେଲେ ସଂଜୀବ ପଣ୍ଡା

ଭୁବନେଶ୍ୱର: ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଅତିରିକ୍ତ ଡିଜି ଭାବରେ ପଦୋନ୍ନତି ମିଳିଛି। ବର୍ତ୍ତମାନ ସଂଜୀବ ପଣ୍ଡା ରାଜ୍ୟ ପରିବହନ କମିସନର ପଦରେ ଅଛନ୍ତି। ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର