ବ୍ରହ୍ମପୁର: କୋଭିଡ୍ ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରିି କରିଛନ୍ତି। ମନ୍ଦିର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜି କାର୍ତ୍ତିକ ସୋମବାର ପାଇଁ କନିିଷି ସ୍ଥିତ ଈଷାଣେଶ୍ୱର ମନ୍ଦିିର ଓ ଚିକିଟି ମା' ବାଳ କୁମାରୀ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ତେଣୁ କରି ପ୍ରଶାସନର ଟିମ୍ ସେଠାରେ ଚଢ଼ଉ କରି ଉଭୟ ମନ୍ଦିର ସିଲ୍ କରିିଥିବା ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2020/11/47db3d53-97ae-4130-b89b-d32c2a4d57da-300x169.jpg)
ସେହିପରି ମନ୍ଦିିର କମିଟି ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି। କରୋନା ପାଇଁ ମନ୍ଦିରରେ ଗହଳି ନକରିବାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ପୁଣିଥରେ ଆହ୍ବାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/af55ed9e-c9cc-4785-a5a7-ddf40c6f6377.jpg)