ବ୍ରହ୍ମପୁର: କୋଭିଡ୍ ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିି କରିଛନ୍ତି। ମନ୍ଦିର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜି କାର୍ତ୍ତିକ ସୋମବାର ପାଇଁ କନିିଷି ସ୍ଥିତ ଈଷାଣେଶ୍ୱର ମନ୍ଦିିର ଓ ଚିକିଟି ମା' ବାଳ କୁମାରୀ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ତେଣୁ କରି ପ୍ରଶାସନର ଟିମ୍‌ ସେଠାରେ ଚଢ଼ଉ କରି ଉଭୟ ମନ୍ଦିର ସିଲ୍‌ କରିିଥିବା ସୂଚନା ଦିଆଯାଇଛି।

Advertisment

publive-image

ସେହିପରି ମନ୍ଦିିର କମିଟି ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଛି। କରୋନା ପାଇଁ ମନ୍ଦିରରେ ଗହଳି ନକରିବାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ପୁଣିଥରେ ଆହ୍ବାନ କରାଯାଇଛି।