ବ୍ରହ୍ମପୁର: ଦୁଇ ମନ୍ଦିର ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର: କୋଭିଡ୍ ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିି କରିଛନ୍ତି। ମନ୍ଦିର ଖୋଲିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜି କାର୍ତ୍ତିକ ସୋମବାର ପାଇଁ କନିିଷି ସ୍ଥିତ ଈଷାଣେଶ୍ୱର ମନ୍ଦିିର ଓ ଚିକିଟି ମା’ ବାଳ କୁମାରୀ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ତେଣୁ କରି ପ୍ରଶାସନର ଟିମ୍‌ ସେଠାରେ ଚଢ଼ଉ କରି ଉଭୟ ମନ୍ଦିର ସିଲ୍‌ କରିିଥିବା ସୂଚନା ଦିଆଯାଇଛି।

ସେହିପରି ମନ୍ଦିିର କମିଟି ବିରୋଧରେ ଏଫ୍‌ଆଇଆର୍‌ ଦିଆଯାଇଛି। କରୋନା ପାଇଁ ମନ୍ଦିରରେ ଗହଳି ନକରିବାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ପୁଣିଥରେ ଆହ୍ବାନ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.