ଶୈଳେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଆଇନଜୀବୀ ଶୈଳେନ୍ଦ୍ର ନାରାୟଣ ମହାନ୍ତିଙ୍କ ନଭେମ୍ବର ୧୫ ତାରିଖରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଶ୍ରୀଶ୍ରୀଠାକୁର ନିମଗାନନ୍ଦଦେବଙ୍କ ସ୍ୱହସ୍ତ ପ୍ରତିଷ୍ଠିତ ‘ନୀଳାଚଳ ସାରସ୍ୱତ ସଂଘ’ର ସେ ଜଣେ ନିଷ୍ଠାପର ଭକ୍ତ ଥିଲେ। ସଂଘର ବିବିଧ ସେବା କାର୍ଯ୍ୟରେ ନିଜକୁ ସର୍ବଦା ନିୟୋଜିତ ରଖୁଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ‘ନୀଳାଚଳ ସାରସ୍ୱତ ସଂଘ’ର ଭକ୍ତ ଭାଇ ଓ ମା’ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର