ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ଯୋଗୁଁ ବାହାରେ ତୁହାକୁ ତୁହା ବର୍ଷୁଥିଲା। ପାଣିକାଦୁଅ ଯୋଗୁଁ ରାସ୍ତାଜାମ୍ ବି ଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ରବୀନ୍ଦ୍ର ମଣ୍ଡପ କିନ୍ତୁ ହାଉସଫୁଲ୍ ଥିଲା। ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ଓଡ଼ିଆଙ୍କ ଇଷ୍ଟ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଦେଖିବାକୁ ପୂର୍ବଦିନ ଭଳି ଆଜି ବି ପୂରା ପ୍ରେକ୍ଷାଳୟ ପୂରି ଉଠିଥିଲା। ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିବା ବେଳେ ମଞ୍ଚରେ ନାଟକର ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ଉପସ୍ଥିତ ଥିଲେ। ଆଜି ନାଟକର ୩୧ତମ ସୋ’ ପ୍ରଦର୍ଶିତ ହୋଇଥିବା ବେଳେ ଆସନ୍ତାକାଲି ୩୨ ତମ ସୋ’ ସହ ନାଟକର ପରଦା ନଇଁବ।
ଆଜି ସରିବ ‘ଆହେ ନୀଳଶଇଳ’
ବଙ୍ଗୋପସାଗରରେ ଅବପାତ ଯୋଗୁଁ ବାହାରେ ତୁହାକୁ ତୁହା ବର୍ଷୁଥିଲା। ପାଣିକାଦୁଅ ଯୋଗୁଁ ରାସ୍ତାଜାମ୍ ବି ଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ରବୀନ୍ଦ୍ର ମଣ୍ଡପ କିନ୍ତୁ ହାଉସଫୁଲ୍ ଥିଲା। ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ଓଡ଼ିଆଙ୍କ ଇଷ୍ଟ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’....
/sambad/media/media_files/2025/08/20/dgdgdgvvcvc-2025-08-20-02-01-03.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)