ଭୁବନେଶ୍ୱରରୁ ମୁମ୍ବାଇ ଉଡିଥିଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଉଡିଥିବା ଏୟାର ଇଣ୍ଡିଆର ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ମିଳିଥିବା ସୂଚନା ଅନୁସାରେ ରନୱେରେ ବିମାନ ଭୁଲ ଅବତରଣ କରିଥିଲା।

ଏୟାର ଇଣ୍ଡିଆର ବିମାନ ଏଆଇ-୬୬୯ ଭୁବନେଶ୍ୱର ବିମାନବନ୍ଦରରୁ ୧୫୨ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଉଡିଥିଲା। ମାତ୍ର ବିମାନରେ ଇଞ୍ଜିନିୟରିଂ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ବିଳମ୍ବରେ ଉଡ଼ିଥିଲା।

ସମ୍ବନ୍ଧିତ ଖବର