ଭୁବନେଶ୍ବର: ଅହମଦାବାଦ ପ୍ଲେନ କ୍ରାସ ପରେ ଫୁଲସ୍କେଲ୍ ରିହାର୍ସଲ କରିବାକୁ ଡିଜିସିଏ ନିର୍ଦ୍ଦେଶ ପରେ ମକଡ୍ରିଲ କରାଯାଇଛି ସିଆଇଏସଏଫ, ଏନଡିଆରଏଫ, ଅଗ୍ନିଶମ,  ପୁଲିସ, ମେଡିକାଲ ଓ ରେଡକ୍ରସ, କଷ୍ଟମ ବିଭାଗ ମଧ୍ୟ ସାମିଲ ଥିଲେ ୨୨୦ରୁ ୨୩୦ ଲୋକଙ୍କୁ ନେଇ ଏକ ଫ୍ଲାଇଟ ଏମର୍ଜେନ୍ସି ଲ୍ୟାଣ୍ଡି କରାଗଲା।

Advertisment

ଅହମଦାବାଦ ପ୍ଲେନ କ୍ରାସ  ଭଳି ମକ ଡ୍ରିଲ ହୋଇଥିଲା। ପ୍ଲେନକ୍ରାସ ପରେ କେମିତି ଉଦ୍ଧାର କରାଯିବ ସେନେଇ ମଧ୍ୟ ମକଡ୍ରିଲ ହୋଇଛିବିଭିନ୍ନ ଏୟାର ଲାଇନ୍ସର ଅଧିକାରୀ ଓ କର୍ମଚାରୀ ସେମେତ ୨୦୦ଲୋକ ମକଡ୍ରିଲ୍‌ରେ ସାମିଲ ଥିଲେ।

ଯାହା ଅସୁବିଧା ଥିଲା ସେନେଇ ଆମେ ମକଡ୍ରିଲ କରିଛୁୟ। କେଉଁ ବିଭାଗର କଣ କାମ ଥିଲା ସେନେଇ ମକଡ୍ରିଲ ହୋଇଛି। ମକଡ୍ରିଲ ପରେ ସବୁ ତଥ୍ୟ ଆମେ  ଡିଜିସିଏକୁ ପଠାଯିବ