ଭୁବନେଶ୍ବର : ୟାସ ବାତ୍ୟା ପାଇଁ ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ରହିବ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିମାନ ବନ୍ଦ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ସୁରକ୍ଷା କାରଣରୁ ଏପରି ନିଷ୍ପତ୍ତି ନିଆଯ଼ାଇଥିବା ସେ କହିଛନ୍ତି ।
ବାତ୍ୟା ପାଇଁ ରାତି ୧୧ଟାରୁ ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର
/sambad/media/post_attachments/wp-content/uploads/2020/12/Biju-pattnayak-airport.jpg)