କୋରାପୁଟ: କୋରାପୁଟ କଫିକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଅଜିତ ରାଉତ ଗୁରୁତର ହୋଇ ୭୦ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଦିନକୁ ଦିନ ସ୍ଥିତି ବିଗୁଡୁଛି। ଶ୍ରୀ ରାଉତ କୋରାପୁଟ କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କାରି କୋରାପୁଟ କଫିକୁ ବିଶ୍ବସ୍ତରରେ ପଞ୍ଚାଇପାରିଥିଲେ। ତାଙ୍କର ସ୍ବାସ୍ଥ୍ୟର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।
କୋରାପୁଟ କଫିକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଅଜିତ ରାଉତ ଗୁରୁତର
/sambad/media/post_attachments/wp-content/uploads/2021/07/IMG-20210714-WA0007.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)