ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ସବୁ ଲିଖିତ ଓ ବାଚନିକ (ଭାଇଭା) ପରୀକ୍ଷାକୁ ସ୍ଥଗିତ କରିଦେଇଛନ୍ତି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ବଳବତ୍ତର ରହିବ ବୋଲି ଓପିଏସସି ପକ୍ଷରୁ ବୁଧବାରଦିନ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
/sambad/media/post_attachments/wp-content/uploads/2020/03/opsc-1024x792.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/OPSC.jpg)