ଭୁବନେଶ୍ବର : ବିଧାନସଭାର ବଜେଟ୍ ଅଧିବେଶନ ୨୧ ତାରିଖରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂଆ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଗୃହ କାର୍ଯ୍ୟର ପରିଚାଳନା, ପୂର୍ଣ୍ଣାଙ୍ଗ ବଜେଟ୍ ସହ ଲୋକଙ୍କ ସମସ୍ୟାଗୁଡ଼ିକର ସୁଚାରୁରୂପେ ଉପସ୍ଥାପନା ନେଇ ସବୁ ଦଳର ନେତାଙ୍କ ସହ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି।
୨୦ରେ ସର୍ବଦଳୀୟ ବୈଠକ
/sambad/media/post_attachments/wp-content/uploads/2022/11/47-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)