ଭୁବନେଶ୍ୱର ପହଂଚିଲେ ଆମିକସ୍‌ କ୍ୟୁରୀ, କାଲି ଯିବେ ପୁରୀ

ଭୁବନେଶ୍ୱର: ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି। ଏଠାରେ ସେ ରାତ୍ରୀ ଯାପନ କରିବେ ଏବଂ ଶନିବାର ପୁରୀ ଗସ୍ତ କରିବେ। ପୁରୀ ଶ୍ରୀମନ୍ଦିରରେ ଆମିକସ୍‌ କ୍ୟୁରୀ ସେବାୟତ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର