ଭୁବନେଶ୍ୱରରେ ଆମିକସ୍‌କ୍ୟୁରୀ, ଆସନ୍ତାକାଲି ଯିବେ ପୁରୀ

ଭୁବନେଶ୍ୱର: ଆମିକସ୍‌କ୍ୟୁରୀ ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌କ୍ୟୁରୀ ରଣଜିତ କୁମାର କହିଛନ୍ତି- କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଶନିବାର ପୁରୀ ଯିବୁ। ସେଠାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ।

ସମ୍ବନ୍ଧିତ ଖବର