ଓଡ଼ିଶା ପହଞ୍ଚିଲେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ କରିବେ ଆଲୋଚନା

ଭୁବନେଶ୍ୱର: ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗୁରୁବାର ରାତି ଓଡ଼ିଶାରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ ସେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିତ ଆଲୋଚନା କରିବେ। ଗଜପତିଙ୍କ ସହିତ ଆଲୋଚନା ପୂର୍ବରୁ ସେ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତଙ୍କର। ସବୁ ଭକ୍ତ ନିଜର ଭାବିବା ଉଚିତ। ଶଙ୍କରାଚାର୍ଯ୍ୟ, ଗବେଷକ ଓ ସେମାୟତଙ୍କ ସହିତ ଆମିକସ କ୍ୟୁରି ଆଲୋଚନା କରିବେ।

ସମ୍ବନ୍ଧିତ ଖବର