ମାଲକାନଗିରି: ମାଲକାନଗିରି ସୀମାରେ ଥିବା ଛତିଶଗଡ଼ର କାଙ୍କେର-ନାରାୟଣପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।
ଏଥିରେ ମୃତ୍ୟୁବରଣ କରିଥିବା ଜଣେ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ
ଏହି ମାଓ ଅପରେସନରେ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।
ସେହିପରି ଉତ୍ତର ବସ୍ତର-ମାଡ ଡିଭିଜନ ମାଓବାଦୀଙ୍କ ସହ ଗୁଳି ବିନିମୟ ଜାରି ରହିଛି। ବିଏସ୍ଏଫ୍, ଡିଆରଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଥିବା ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ: ୟୁପିଏ ସରକାର ଅମଳରେ ବି ନିଯୁକ୍ତି ପ୍ରସଙ୍ଗରେ ପଦକ୍ଷେପ ନିଆଯାଇନଥିଲା : ରାହୁଲ୍ ଗାନ୍ଧି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/03/LAANXZgWoVyc1bqsFXVT.jpg)