କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ

ଭୁବନେଶ୍ବର :  କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ  ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କଲେ ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଆଣିଥିଲେ ଟିଡିପି ଓ ବିଜେପି । ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଟିଡିପି ଓ ବିଜେପି ।

ଅଭିଯୋଗ ପରେ ଆବେଦନର ଶୁଣାଣି କରି ଜିଲ୍ଲା ପରିଷଦ ନିର୍ବାଚନକୁ ରଦ୍ଦ କଲେ ଖଣ୍ଡପୀଠ । କୋଟିଆରେ ଆନ୍ଧ୍ରର ଏହି ନିର୍ବାଚନକୁ ରାଜ୍ୟ ସରକାର ମଧ୍ୟ ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର