ସୋନପୁର ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ସିଡିପିଓ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣାରେ ଗତ ୧୩ ତାରିଖରୁ ବସିଛନ୍ତି। ଫଳରେ ଜିଲ୍ଲାରେ ଥିବା ୧୫୫୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସମନ୍ଵିତ ମହିଳା ଓ ଶିଶୁ ବିକାଶ ଯୋଜନା ଠପ୍ ହୋଇଯାଇଛି। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ
/sambad/media/post_attachments/wp-content/uploads/2017/09/strike.jpg)