ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩୪୭୬୩୭ରେ ପହଞ୍ଚିଲା

ନୂଆଦିଲ୍ଲୀ: ରାଜ୍ୟରୁ ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ୩୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୧୯୧ଜଣ, ନୂଆପଡ଼ାରୁ ୧୨୫ଜଣ, ସମ୍ବଲପୁରରୁ ୭୭ଜଣ, ନବରଙ୍ଗପୁରରୁ ୬୮ଜଣ, ବଲାଙ୍ଗୀରରୁ ୫୯ଜଣ, ବରଗଡ଼ରୁ ୫୧ଜଣ, କଟକରୁ ୫୧ଜଣ, କେନ୍ଦୁଝରରୁ ୪୯ଜଣ, ମୟୁରଭଞ୍ଜରୁ ୪୯ଜଣ, କଳାହାଣ୍ଡିରୁ ୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ପୁରୀରୁ ୪୪ଜଣ, ଗଞ୍ଜାମରୁ ୩୧ଜଣ, ରାୟଗଡ଼ାରୁ ୩୧ଜଣ, ଭଦ୍ରକରୁ ୩୦ଜଣ, ଦେବଗଡ଼ରୁ ୨୯ଜଣ, ଅନୁଗୁଳରୁ ୨୭ଜଣ, ଝାରସୁଗୁଡ଼ାରୁ ୨୩ଜଣ, ଗଜପତିରୁ ୧୯ଜଣ, ଯାଜପୁରରୁ ୧୯ଜଣ, ବାଲେଶ୍ବରରୁ ୧୭ଜଣ, ଜଗତସିଂହପୁରରୁ ୧୫ଜଣ, ସୁବର୍ଣ୍ଣପୁରରୁ ୧୫ଜଣ, ନୟାଗଡ଼ରୁ ୧୩ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୬ଜଣ, ଢ଼େଙ୍କାନାଳରୁ ୫ଜଣ, କନ୍ଧମାଳରୁ ୫ଜଣ, କେନ୍ଦ୍ରାପଡ଼ାରୁ ୪ଜଣ ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର