ଭୁବନେଶ୍ବର : ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ। ସେମାନେ ୯୦ ଦିନିଆ ପାରୋଲରେ ଯିବେ। ଜେଲ ବିଭାଗ ପକ୍ଷରୁ ଆଜି ଏ ନେଇ ମଞ୍ଜୁରି ମିଳିଛି। ପୂର୍ବରୁ ୪୪୯ ଜଣ କଏଦୀଙ୍କୁ ସ୍ବତନ୍ତ୍ର ପାରୋଲରେ ଯିବା ପାଇଁ ଅନୁମତି ମିଳିଥିଲା। ଏବେ ସୁଦ୍ଧା ୬୭୦ କଏଦୀ ପାରୋଲରେ ଯିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲରୁ କଏଦୀଙ୍କ ସଂଖ୍ୟା କମାଇବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି।
ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ
/sambad/media/post_attachments/wp-content/uploads/2020/02/jail2_9-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)