ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ଆଜି ଖୋର୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ, ବାଲେଶ୍ବରରୁ ୨୬ଜଣ, ସମ୍ବଲପୁରରୁ ୨୫ଜଣ, ମୟୁରଭଞ୍ଜରୁ ୨୨ଜଣ, ପୁରୀରୁ ୨୨ଜଣ, ଅନୁଗୁଳରୁ ୨୦ଜଣ, ବରଗଡ଼ରୁ ୧୭ଜଣ, କଟକରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ଯାଜପୁରରୁ ୧୦ଜଣ,କେନ୍ଦ୍ରାପଡ଼ାରୁ ୧୦ଜଣ, ଗଞ୍ଜାମରୁ ୮ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୭ଜଣ, ଝାରସୁଗୁଡ଼ାରୁ ୭ଜଣ, କେନ୍ଦୁଝରରୁ ୭ଜଣ, କଳାହାଣ୍ଡିରୁ ୫ଜଣ, ନବରଙ୍ଗପୁରରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର